ସୁନାଯୋଡ଼ିର ଗପ(2)

(ଚାରୂଲତା)

ଚାରୂଲତା

ଏପ୍ରିଲ୍ ର ଅଳସ ଅପରାହ୍ନ, ‘ଏ’ ସିଫ୍ଟ ଡିଉଟିରୁ ଫେରି, ଖାଇସାରିକି ସନାତନବାବୁ ଗଡ଼ପଡ଼ ହେଉଥିଲେ। ଫୋନ ବାଜିଲା; ତାଙ୍କ କ୍ଳାସମେଟ ଦୁର୍ଗାଚରଣ ଫୋନ କଲେ, ଜୟପୁରରୁ ରାୟଗଡ଼ା ଯାଉଛନ୍ତି -ସୁନାଯୋଡ଼ି ଦେଇକି। ଅଳ୍ପ ସମୟ ପାଇଁ ସନାତନଙ୍କ ପରିବାର ସହ ଦେଖାକରି ଚାଲିଯିବେ। ସସ୍ତ୍ରୀକ ଆସୁଛନ୍ତି, ସୁନାଯୋଡ଼ିରେ ଚାରିଟା ବେଳକୁ ପହଂଚି ଯିବେ।  

Scroll to Top