ସୁନାଯୋଡିର ଗପ (୧)

ସୁନାଯୋଡ଼ିର ଗପ (ଫୁଲ)

ନାଁ ତାର ଫୁଲ, ସାବନା ହେଇ ଡେଙ୍ଗୀ ପତଳୀଟିଏ। ବୟସ ଜଣା ପଡେନି; କିନ୍ତୁ ପାଖାପାଖି ତିରିଶ ହେବ। ଅଳ୍ପ ଧାରମୁହିଁ – ଦକ୍ଷିଣ ଓଡ଼ିଶା ଚେହେରା, ଅସୁନ୍ଦରୀ ନୁହେଁ। ସୁନ୍ଦରୀ କହିଲେ ସୁନାଯୋଡ଼ିର ବାକି ମହିଳାମାନେ କଣ ଭାବିବେ କେଜାଣି। ଫୁଲ ସେମିତି ଫୁଲ ହେଇକି ଥାଉ। ଫୁଲ ମାଛ ବିକ୍ରୀ କରିବାକୁ ସୁନାପୁଟରୁ ସୁନାଯୋଡ଼ିକୁ ଆସେ। କେରାଣ୍ଡୀ ନଈର ମାଛ କି ଆନ୍ଧ୍ରରୁ ଆସୁଥିବା ବରଫ ଦିଆ ମାଛ ହେଉ -ଫୁଲ ପାଖରେ ସବୁ ଗୁଡ଼ିକ ଡ୍ୟାମ ମାଛ। ……ଅଧିକ ପଢିବାକୁ କିଣନ୍ତୁ ଓ ପଢନ୍ତୁ….

Scroll to Top