About Me

ମୋ ସମ୍ପର୍କରେ

ମୁଁ ବିଜୟ । ବିଜୟ କୁମାର ଜେନା । ଘର ଯାଜପୁର ଜିଲ୍ଲା ଖରସ୍ରୋତା ନଇକୂଳିଆ ଗାଁ ସୁନ୍ଦରପୁର।

1964 ଅଗଷ୍ଟ 17ରେ ମୋ ମାମୁଁ ଘର ଗୁହାଳିରେ ଜନ୍ମ । ବାପା ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଚାକିରୀ କରୁଥିଲେ। ତେଣୁ ଜନ୍ମ ପରେ ପରେ, ବୋଉ କାଖରେ ହିଁ ଆସିଗଲି କୋରାପୁଟ। 

ରାୟଗଡ଼ା ଗୁଣୁପୁର ଅଞ୍ଚଳର ବିଭିନ୍ନ ଆଦିବାସୀ ପଲ୍ଲୀ ଗ୍ରାମରେ ପିଲା ଦିନ କଟିଲା। ରାୟଗଡ଼ା କଲେଜ ରେ 1980 ରୁ 1985 ରେ B.Sc. ପର୍ଯ୍ୟନ୍ତ ପଢ଼ିଲି। ଅବଶ୍ୟ ପରେ ପରିବେଶ ବିଜ୍ଞାନ ରେ ମାଷ୍ଟର ଡିଗ୍ରୀ ଓ ଅନ୍ୟାନ୍ୟ କିଛି ବୈଷୟିକ ଶିକ୍ଷା ଲାଭ କଲି।1986 ଏପ୍ରିଲ 22 ରେ ଦାମନଯୋଡି ନାଲକୋ ରେ ଚାକିରୀ ଜୀବନର ଆରମ୍ଭ। ସେଇ ଦିନ ପରଠାରୁ ଆଜି ପର୍ଯ୍ୟନ୍ତ ଦାମନଯୋଡି ଓ ନାଲକୋ ମୋର ଘର ଓ ରୋଜଗାର।

1991 ରେ ବିବାହ, 1993 ରେ ପୁଅ ଅବିନାଶ 1996 ରେ ଝିଅ ଆଦ୍ୟାଶା ଜନ୍ମ – 2019 ରେ ଝିଅ ଆଦ୍ୟାଶାର ବିବାହ। 2024 ଅଗଷ୍ଟ ରେ ଚାକିରୀ ରୁ ଅବସର ମିଳିବ। ତା ପରେ ଯାଜପୁର ଜିଲ୍ଲାର ସୁନ୍ଦରପୁର ହେବ ମୋର ସ୍ଥାୟୀ ଠିକଣା।

ପ୍ରକୃତି କୋଳରେ ରହି ବଣ ପାହାଡରେ ବୁଲିବା ଲେଖା ଲେଖି କରିବା ଓଡ଼ିଆ ଇଂରାଜୀ ଭାଷା ସାହିତ୍ୟ ପଢ଼ିବା ଅଭ୍ୟାସ କଲେଜ ସମୟରୁ ଥିଲା। ତେଣୁ ଚାକିରୀ କାଳରେ ବହି କିଣି ଘରେ ଗୋଟେ ଛୋଟ ଲାଇବ୍ରେରୀ କରିଛି। ବିଭିନ୍ନ ପୁରୁଣା ଜିନିଷ, କଲମ, ଦେଶ ବିଦେଶର ମୁଦ୍ରା ଓ କଳାକୃତି ସଂଗ୍ରହ କରିବା ଅଭ୍ୟାସ ବି ଅଛି

My Mission

Luctus nec ullamcorper mattis, pulvinar dapibu.

My Vision

Luctus nec ullamcorper mattis, pulvinar.

Professional Career

Non curabitur gravida arcu ac. Fames ac turpis egestas sed. Egestas diam in arcu cursus. Leo a diam sollicitudin tempor id.

A erat nam at lectus urna duis. Posuere sollicitudin aliquam ultrices sagittis dui vivamus arcu. Sit amet cursus sit amet dictum sit amet justo. Eget nunc lobortis mattis aliquam faucibus purus.

mission

A erat nam at lectus urna duis. Posuere sollicitudin aliquam. A pellentesque sit amet  

technology

Elementum nibh tellus molestie nunc non blandit. Felis eget velit aliquet sagittis.

Scroll to Top