ନିଅନ୍ତା କି କିଏ..!!

ନିଅନ୍ତା କି କିଏ..!! ଇଚ୍ଛା ହୁଏ ହଜିବାକୁ ନିଜେ ନିଜେ,ନହେଲେ,କିଏ ଜଣେ ନିଅନ୍ତା କି ମୋତେଚୋରେଇ ଉଠେଇକି ଅପହରଣ କରି..କେଉଁ ଏକ ଅଜଣା ସ୍ଥାନକୁ ! ନିଅନ୍ତା କି ମୋତେବରଫାବୃତ ପାହାଡ଼ ତଳେବହିଯାଉଥିବା ପଥୁରିଆ ଝରଣା କୂଳକୁ।ଗଡ଼ି ଗଡ଼ି ଡୁବ ମାରି ଥରିଥାନ୍ତିଠକଠକ ଦାନ୍ତ ସ୍ପନ୍ଦନରେ। ନିଅନ୍ତା କି ମୋତେକାଚ ଝରକା ଓ ଅଳିନ୍ଦ ଥିବାସମୁଦ୍ର କୂଳର କେଉଁ ଏକନିଛାଟିଆ କୋଠରୀକୁ।କେହିତ ଥାଆନ୍ତା,ସମୁଦ୍ର ଉପରଦେଇ ଉଡ଼ିଆସିକହୁଥାନ୍ତା ତା ପ୍ରେମର କାହାଣୀ। ନିଅନ୍ତା କି ମୋତେସବୁଜ ଗଛରେ ଭରା …

ନିଅନ୍ତା କି କିଏ..!! Read More »