ଲେଖାଲେଖି

ଅନ୍ତଃସ୍ୱର

ଆମ ଦେଶ ଓ ଦେଶବାସୀଙ୍କ ପାଇଁ କିଛିଟା ତ ସତ କହିଦେବାକୁ ହେବ; ନଚେତ୍ ଆମେ ଆମଦେଶ ଆମ ଆତ୍ମା, ସବୁକିଛିକୁ ବିସର୍ଜନ କରିବକୁ ବାଧ୍ୟ ହେବା। ଯେତେବେଳେ ଏମାନେ କୌଣସି ଏକ ବିଶେଷ ଧର୍ମର ସୁରକ୍ଷା ନାଆଁରେ ସତ୍ତାକୁ ଆସିଲେ, ଆମ ଧର୍ମ ସୁରକ୍ଷିତ ରହିବେ କହିଲେ, କିଛି ଲୋକ ଭାବିଲେ ହଉ, କିଛି ଗୋଟେ ପରିବର୍ତ୍ତନ ହେଉ। କିନ୍ତୁ ଏହାପରେ ଗୋରକ୍ଷକ, ଧର୍ମରକ୍ଷକ ଇତ୍ୟାଦି ନାଆଁରେ ଏମାନେ ଯେତେବେଳେ ଅନ୍ୟ ଧର୍ମର ଲୋକଙ୍କୁ ମାରିବା …

ଅନ୍ତଃସ୍ୱର Read More »

କୋଡ଼ିଏ ଏକୋଇଶିର ଅବୋଲକରା କାହାଣୀ

ଅନେକ ଦିନରୁ ଘରୁ କୁଆଡ଼େ ନ ବାହାରି ଅବଧାନେ ଭାରି ବିରକ୍ତ ହେଉଥାନ୍ତି। କରୋନା – ଲକ୍ ଡାଉନ୍ – କ୍ୱାରେଣ୍ଟାଇନ – ମାସ୍କ – ସାମାଜିକ ଦୁରତ୍ଵ ଇତ୍ୟାଦି ଭିତରେ ଅବଧାନ କଣ, ପୁରା ପୃଥିବୀ ବିରକ୍ତିଆ। ଏମିତି ବର୍ଷେ ଖଣ୍ଡେ ଘରେ ରହି ରହି ଅବଧାନେ ଟିକେ ମୋଟେଇ ଗଲେଣି। ବର୍ଷ ଦୁଇହଜାର ଏକୋଇଶିର ମାଘମାସିଆ ଦିନ। ନାତି ଟୋକା ଖବରକାଗଜଟିଏ ଆଣି ଅବଧାନଙ୍କୁ ଦେଖେଇଲା -“ଜେଜେ ହେଇ ଦେଖ ସେପଟେ ସରକାର ହରିଦ୍ଵାରରେ …

କୋଡ଼ିଏ ଏକୋଇଶିର ଅବୋଲକରା କାହାଣୀ Read More »

ନିଅନ୍ତା କି କିଏ..!!

ନିଅନ୍ତା କି କିଏ..!! ଇଚ୍ଛା ହୁଏ ହଜିବାକୁ ନିଜେ ନିଜେ,ନହେଲେ,କିଏ ଜଣେ ନିଅନ୍ତା କି ମୋତେଚୋରେଇ ଉଠେଇକି ଅପହରଣ କରି..କେଉଁ ଏକ ଅଜଣା ସ୍ଥାନକୁ ! ନିଅନ୍ତା କି ମୋତେବରଫାବୃତ ପାହାଡ଼ ତଳେବହିଯାଉଥିବା ପଥୁରିଆ ଝରଣା କୂଳକୁ।ଗଡ଼ି ଗଡ଼ି ଡୁବ ମାରି ଥରିଥାନ୍ତିଠକଠକ ଦାନ୍ତ ସ୍ପନ୍ଦନରେ। ନିଅନ୍ତା କି ମୋତେକାଚ ଝରକା ଓ ଅଳିନ୍ଦ ଥିବାସମୁଦ୍ର କୂଳର କେଉଁ ଏକନିଛାଟିଆ କୋଠରୀକୁ।କେହିତ ଥାଆନ୍ତା,ସମୁଦ୍ର ଉପରଦେଇ ଉଡ଼ିଆସିକହୁଥାନ୍ତା ତା ପ୍ରେମର କାହାଣୀ। ନିଅନ୍ତା କି ମୋତେସବୁଜ ଗଛରେ ଭରା …

ନିଅନ୍ତା କି କିଏ..!! Read More »

ଧର୍ମରକ୍ଷା’ରେ ଅସୁରକ୍ଷିତ ସମାଜ

ଆଜିକାଲି ଦେଶର ପରିସ୍ଥିତି ଯେମିତି ହେଇଛି, ଧର୍ମ ବିଷୟରେ କୌଣସି ବକ୍ତବ୍ୟ ନ ଦେବା ଟା ହିଁ ପ୍ରକୃତ ଧର୍ମ। କିନ୍ତୁ ନେଡି’ରୁ ଗୁଡ଼ ଖସିବା ଆରମ୍ଭ ହେଇ ଗଲାଣି ଯଦି – କହୁଣୀକୁ ଛୁଇଁବା ଆଗରୁ କିଛି ତ କହିବାକୁ ହେବ। ଆମ ପୀଢ଼ି ଗତ ତିନି ଦଶନ୍ଧି ମଧ୍ୟରେ ଅନେକ ଧାର୍ମିକ ଦଙ୍ଗା ଦେଖିଛନ୍ତି, ଭାଇଚାରା ଓ ସାଂସ୍କୃତିକ ସୌହାର୍ଦ’ର ମଧ୍ୟ ଅନେକ ଉଦାହରଣ ଦେଖିଛିନ୍ତି। କେତେକଙ୍କୁ ସମାଜରେ ମଣିଷ ମଣିଷ ଭିତରେ ଘୃଣା …

ଧର୍ମରକ୍ଷା’ରେ ଅସୁରକ୍ଷିତ ସମାଜ Read More »

Scroll to Top