ଅନ୍ତଃସ୍ୱର
ଆମ ଦେଶ ଓ ଦେଶବାସୀଙ୍କ ପାଇଁ କିଛିଟା ତ ସତ କହିଦେବାକୁ ହେବ; ନଚେତ୍ ଆମେ ଆମଦେଶ ଆମ ଆତ୍ମା, ସବୁକିଛିକୁ ବିସର୍ଜନ କରିବକୁ ବାଧ୍ୟ ହେବା। ଯେତେବେଳେ ଏମାନେ କୌଣସି ଏକ ବିଶେଷ ଧର୍ମର ସୁରକ୍ଷା ନାଆଁରେ ସତ୍ତାକୁ ଆସିଲେ, ଆମ ଧର୍ମ ସୁରକ୍ଷିତ ରହିବେ କହିଲେ, କିଛି ଲୋକ ଭାବିଲେ ହଉ, କିଛି ଗୋଟେ ପରିବର୍ତ୍ତନ ହେଉ। କିନ୍ତୁ ଏହାପରେ ଗୋରକ୍ଷକ, ଧର୍ମରକ୍ଷକ ଇତ୍ୟାଦି ନାଆଁରେ ଏମାନେ ଯେତେବେଳେ ଅନ୍ୟ ଧର୍ମର ଲୋକଙ୍କୁ ମାରିବା …